fbpx

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ,ରୋଗୀ ସହ ଆଟେଣ୍ଡାଣ୍ଟ ଆହତ

ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଘଟିଛି ଏକ ବଡ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଟ୍ରକ୍ସକୁ ଧକ୍କା ଦେବାରୁ ଘଟିଯାଇଛି ଏହି ଦୁର୍ଘଟଣା । ଏଥିରେ ରୋଗୀ ସହ ଆଟେଣ୍ଡାଣ୍ଟ ଆହତହୋଇ ଭୀମଭୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି । ରୋଗୀ ଧରି ଆସୁଥିବା ବେଳେ ସୋନପୁର ଆସୁଥିଲା ବେଳେ ଆମ୍ବୁଲନ୍ସ ସହ ଟ୍ରକ ଧକ୍କା ହୋଇ ଘଟିିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଓ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.