fbpx

ଜନତା ମଇଦାନରେ ବିଶାଳ ସମାବେଶରେ ଯୋଗଦେବେ ଶାହା

ଭୁବନେଶ୍ୱର, ୨୫ା୨(ଓଡ଼ିଶା ଭାସ୍କର): ଆସନ୍ତା ୨୮ରୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡ଼ିଶା ଆସି ସେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଉଭୟ ଗୃହରେ ପାସ ହେବା ପରେ ଆଇନରେ ପରିଣତ ହୋଇଥିବା ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ରାଲିକୁ ସମ୍ବୋଧନ କରିବେ ଶାହା । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.