fbpx

୧୭ରେ ତେଲେଙ୍ଗାନା ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

AAKASH

ନୂଆଦିଲ୍ଲୀ : ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ଭୋଧିତ କରିବେ । କୋଭିଡ କଟକଣା ମଧ୍ୟରେ ଏ ଦିବସ ପାଳନ କରାଯିବ । ଏନେଇ ବିଜେପି ଆଦିଲାବାଦ ଏମପି ସ୍ୱଂୟମ ବାପୁରା ଓ ସୂଚନା ଦେଇଛନ୍ତି । ତେଲେଙ୍ଗାନା ସରକାର ୧୭ ସେପ୍ଟେମ୍ବରକୁ ମୁକ୍ତି ଦିବସ ଭାବେ ପାଳନ କରିବ ନାହିଁ ବୋଲି ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.