fbpx

ପଞ୍ଚାୟତ ନିର୍ବାଚନ ପାଇଁ ବସିବ ସର୍ବଦଳୀୟ ବୈଠକ, ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟ ନିର୍ବାଚନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ରାଜନୈତିକ ଦଳମାନଙ୍କ ସହ ବୈଠକ କରିବେ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବାକୁ ଏହି ବୈଠକ ଆହ୍ୱାନ କରାଯାଇଛି । ଏନେଇ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ ।

Get real time updates directly on you device, subscribe now.