fbpx

କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା

AAKASH

କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା । ସୂଚନା ଅନୁସାରେ କଟକ ୬ ନଂ ୱାର୍ଡ ଇମାମ୍ ନଗର ସତିଚଉରା ଅଞ୍ଚଳରେ ଭୋଟ ପାଇଁ ପଇସା ଦେଲା ବେଳେ ଅଙ୍ଗନୱାଡ଼ି ଦିଦି ଗିରଫ ।

ପଇସା ବଣ୍ଟା ହେଉଥିବା ଖବର ପାଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ଘଟଣା ସ୍ଥଳରୁ କିଛି ପଇସା ଜବତ ସହ ପଇସା ବାଣ୍ଟୁଥିବା ମହିଳାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.