fbpx

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

Advertisement

ପୁରୀ,୨୩।୧୨(ଓଡିଶା ଭାସ୍କର) : ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୁରୀ ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରିଥିବା ଜଣାପଡିଛି । ପୁରୀରେ ଥିବା ପୈତୃକ ଘର ଓ ହାତୀଶାଳରେ ଥିବା ଘର ସମେତ ମଙ୍ଗଳା ହାଟ ଅଟାମିଲ ଓ ବାଲିସାହି ଅଙ୍ଗନବାଡ଼ି କେନ୍ଦ୍ରରେ ଚଢାଉ ହୋଇଛି।

Get real time updates directly on you device, subscribe now.