fbpx

କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉଜଣେ କରୋନା ଆନ୍ତ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ କେନ୍ଦୁଝରର ହୋଇଥିବା ସୂଚନା ମିଳିଛି । ଏହି କ୍ରମରେ କେନ୍ଦଝରରେ ପଜିଟିଭଙ୍କ ସଂଖ୍ୟା ୨କୁ ଓ ରାଜ୍ୟରେ ୧୬୨କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.