fbpx

ହାଇକୋର୍ଟରେ ପହଞ୍ଚିଲା ଅନୁଭବଙ୍କ ଛାଡପତ୍ର ମାମଲା : ବର୍ଷାଙ୍କୁ ମିଳିଲା ନୋଟିସ୍

ଭୁବନେଶ୍ୱର : କଟକର ପରିବାର ଅଦାଲତ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । କିନ୍ତୁ ଅନୁଭବ ଏହି ନିଷ୍ପତିରେ ଅଟକି ନଥିଲେ । ସେ ପରିବାର ଅଦାଲତର ରାୟ ବିରୋଧରେ ଯାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ଏହି ମାମଲର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଆସନ୍ତା ୯ ତାରିଖ ଧାର୍ଯ୍ୟ କରିଛନ୍ତିି । ଏହା ବ୍ୟତୀତ ବର୍ଷା ପ୍ରିୟଦର୍ଶନୀକୁ ନୋଟିସ ଜାରି କରି ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.