fbpx

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱରର ବିପର୍ଯ୍ୟସ୍ତ ଡ୍ରେନେଜ ଓ ଜଳବନ୍ଦୀ ସମସ୍ୟା ନେଇ ଚିଠି ଲେଖିଛନ୍ତି । ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି । ଏହାସହ କରଦାତାଙ୍କ ଅର୍ଥର ଦୁରୁପଯୋଗ କରାଯାଉଥିବା ଅଭିଯୋଗ ମଧ୍ୟ କରିଛନ୍ତି ଅପରାଜିତା । ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ନଥାଇ ଅର୍ଥ ଖର୍ଚ୍ଚ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.