fbpx

ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍: ସାଇବର ଥାନାରେ ଏତଲା ଦେଲେ ସାଂସଦ

Advertisement

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ସାଂସଦ ନିଜର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ।

ଗତ ଦୁଇ ଦିନ ଧରି ନିଜର ଫେସବୁକ୍ ଆକାଉଣ୍ଟ ବ୍ୟବହାର କରିଥିବା ନେଇ କହିଛନ୍ତି ସାଂସଦ । ତେବେ ଘଟଣା ବିଷୟରେ ସାଇବର ଥାନାକୁ ଜଣାଇବା ସହ ଏହାର ସମାଧାନ କରିବାକୁ କହିଛନ୍ତି ସାଂସଦ । ସୂଚନାଯୋଗ୍ୟ, ପୂର୍ବରୁ ସାଂସଦଙ୍କ ଇନଷ୍ଟାଗ୍ରାମ ମଧ୍ୟ ହ୍ୟାକ୍ ହୋଇଥିଲା ।

Get real time updates directly on you device, subscribe now.