fbpx

ରୁଷ ରାଷ୍ଟ୍ରପତିଙ୍କୁ ଲାଗିଲା ଜବରଦସ୍ତ ଝଟକା: ପୁଟିନଙ୍କ ଝିଅ ସହ ଜେଲେନସ୍କିଙ୍କ ରିଲେସନସିପ୍ ନେଇ ନୂଆ ଖୁଲାସା

ନୂଆଦିଲ୍ଲୀ: ପାଖାପାଖି ତିନି ମାସ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିଲେ ହେଁ ସମାଧାନର ବାଟ ଆଜି ପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏହା ମଧ୍ୟରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହେବା ସହ ବିଶ୍ୱକୁ ମାଡ଼ି ଆସିଛି ଆର୍ଥିକ ସଙ୍କଟ । ତେବେ ଏହା ମଧ୍ୟରେ ଏକ ନୂଆ ଗୁମର ଖୋଲିଛି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଲାଗିଛି ଜବରଦସ୍ତ ଝଟକା । ପୁଟିନଙ୍କ ଝିଅ ସହ ଜେଲେନସ୍କିଙ୍କର ଲଭ ଷ୍ଟୋରି ରହିଥିବା ନେଇ ଚର୍ଚ୍ଚା ହେଉଛି । ଜର୍ମାନୀର ଏକ ୱେବସାଇଟ ତରଫରୁ ଏପରି ଚାଞ୍ଚଲ୍ୟକର ସୂଚନା ଦିଆଯାଇଛି ।

Get real time updates directly on you device, subscribe now.