fbpx

ଅପରାଜିତା ହେଲେ ଦେଶର ସର୍ବଶ୍ରେଷ୍ଠ ସାଂସଦ

AAKASH

ନୂଆଦିଲ୍ଲୀ, ୨ା୧: ୨୦୨୦ ବର୍ଷ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଇଥିବା ଜଣାପଡ଼ିଛି ।

ତେବେ ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଅପରାଜିତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ନିଜର ପ୍ରତିକ୍ରିୟାରେ ଅପରାଜିତା କହିଛନ୍ତି ଯେ, ସେ ଲୋକଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି ଓ ଏହା ହେଉଛି ତାର ପୁରସ୍କାର । ଏହି ଅବସରରେ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.