fbpx

ବାରିପଦାରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ପୁରୀରେ ରଥାଯାତ୍ରା ବ୍ୟତୀତ ଅନ୍ୟ ସବୁସ୍ଥାନରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ତେବେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ପ୍ରାର୍ଥନା କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଅଣରାଜନୈତିକ ସଂଗଠନ ଭଞ୍ଜ ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିବା ପରେ ସୁପ୍ରିମକୋର୍ଟରେ ଆବେଦନ । ଆବେଦନକାରୀଙ୍କ ଓକିଲ ଆକାଶ କୁମାର ଶର୍ମାଙ୍କ ସୂଚନା । ପୂର୍ବରୁ କେନ୍ଦ୍ରାପଡ଼ାରେ ରଥଯାତ୍ରା ଲାଗି ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା ।

Get real time updates directly on you device, subscribe now.