fbpx

କିଭଳି କରିବେ କରୋନା ମୁକାବିଲା? ଶୁଣନ୍ତୁ ଆପୋଲୋ ହସ୍ପିଟାଲ ର ଆସିଷ୍ଟାଣ୍ଟ ମେଡିକାଲ ସୁପରଟେଣ୍ଡେଣ୍ଟ ଜ୍ୟୋତି ପ୍ରକାଶ ପରିଜାଙ୍କୁ

କରୋନା ନେଇ ସାରା ବିଶ୍ୱ ଭୟଭିତ ଅବସ୍ଥାରେ ରହିଛି । ଦିନକୁ ଦିନ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କରୋନା ମୁକାବିଲା କିପରି କରିବା ଆପୋଲୋ ହସ୍ପିଟାଲ ର ଆସିଷ୍ଟାଣ୍ଟ ମେଡିକାଲ ସୁପରଟେଣ୍ଡେଣ୍ଟ ଜ୍ୟୋତି ପ୍ରକାଶ ପରିଜା କହିଛନ୍ତି ।

.କରୋନା ସଂକ୍ରମଣ ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହୋମ କୱାରେଣ୍ଟିନ ଓ ହୋମ ଆଇସୋଲସନ
.ଏହି ରୋଗର କିଛି ପ୍ରତିଷୋଧକ ଟୀକା ନାହିଁ ,ଚିକତ୍ସା ପାଇଁ କିଛି ଔଷଧ ନାହିଁ I
.ଏହି ଭୁତାଣୁର ସଂକ୍ରମଣ କ୍ଷମତା ଅତି କ୍ଷୀପ୍ର ,ତେଣୁ ଏହି ସଂକ୍ରମଣ ରୁ ଦୁରେଇ ରହିବା ହିଁ ଏକମାତ୍ର ଉପାୟ I
.ଉପଲବ୍ଧ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଗୋଷ୍ଠୀ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସେବା ପାଇଁ ଯଥେଷ୍ଟ ନୁହେଁ I
ଏଣୁ ସମସ୍ତଙ୍କୁ ଅନୁରୋଧ ସେମାନେ ନିଜ ଘରେ ରୁହନ୍ତୁ ,ନିଜପରିବାର କୁ ସୁରକ୍ଷିତ ରଖନ୍ତୁ I

Get real time updates directly on you device, subscribe now.