ଆପଣଙ୍କୁ ୪୦ ଟପିଲାଣି କି, ତେବେ ଆପଣାନ୍ତୁ ଏହି ଟିପ୍ସ ନଚେତ ପଡ଼ିପାରନ୍ତି ଅସୁବିଧାରେ

0
COVID-19 Updates
  • World 97,309,750
    World
    Confirmed: 97,309,750
    Active: 25,375,572
    Recovered: 69,850,852
    Death: 2,083,326
  • USA 24,998,975
    USA
    Confirmed: 24,998,975
    Active: 9,614,365
    Recovered: 14,968,716
    Death: 415,894
  • India 10,611,719
    India
    Confirmed: 10,611,719
    Active: 193,650
    Recovered: 10,265,163
    Death: 152,906
  • Brazil 8,639,868
    Brazil
    Confirmed: 8,639,868
    Active: 862,353
    Recovered: 7,564,622
    Death: 212,893
  • Russia 3,633,952
    Russia
    Confirmed: 3,633,952
    Active: 539,416
    Recovered: 3,027,316
    Death: 67,220
  • UK 3,505,754
    UK
    Confirmed: 3,505,754
    Active: 1,840,945
    Recovered: 1,571,519
    Death: 93,290
  • Italy 2,414,166
    Italy
    Confirmed: 2,414,166
    Active: 523,553
    Recovered: 1,806,932
    Death: 83,681
  • Turkey 2,406,216
    Turkey
    Confirmed: 2,406,216
    Active: 97,810
    Recovered: 2,283,919
    Death: 24,487
  • Germany 2,090,161
    Germany
    Confirmed: 2,090,161
    Active: 298,065
    Recovered: 1,741,800
    Death: 50,296
  • Pakistan 527,146
    Pakistan
    Confirmed: 527,146
    Active: 35,293
    Recovered: 480,696
    Death: 11,157
  • China 88,701
    China
    Confirmed: 88,701
    Active: 1,598
    Recovered: 82,468
    Death: 4,635

ମଣିଷ ଶରୀର ସହିତ ରୋଗ ଓତଃପ୍ରୋତ ଭାବେ ଜଡ଼ିତ । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ କଲା ପରେ ପ୍ରତ୍ୟେକ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । କାରଣ ଏହି ସମୟରେ ଆମର ରୋଗପ୍ରତିରୋଧକ ଶକ୍ତି ଧୀରେଧୀରେ ହ୍ରାସ ପାଇବା ସହ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାରେ ଲାଗେ । ଏହି ସମୟରେ ଶରୀରରେ କିଛି ପରିବର୍ତ୍ତନ ହୋଇଥାଏ । ତେବେ ଏହାକୁ ଠିକ ଭାବରେ ଧ୍ୟାନ ଦେଲେ ଆପଣ ୪୦ ବର୍ଷ ବୟସରେ ମଧ୍ୟ ଫିଟ ରହିବା ସହ ରୋଗକୁ ଏଡ଼ାଇ ଦେଇ ପାରିବେ ।

ତେବେ ୪୦ ବର୍ଷ ପରେ ଜଣକୁ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ଏହି ସମୟରେ ଶରୀରରେ କ୍ୟାଲସିୟମର ମାତ୍ରା କମିବାରେ ଲାଗେ । ବିଶେଷ କରି ଗର୍ଭଧାରଣ ହେତୁ ମହିଳାମାନଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖାଦେଇଥାଏ । ତେଣୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ନିୟମିତ ଭୋଜନରେ ସାମିଲ କରିବା ଉଚିତ ।

ଏହି ସମୟରେ ଆମ ଶରୀରର ମାଂଶପେଶୀ ଦୁର୍ବଳ ହେବା କାରଣରୁ ଏହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବରେ ସାମାନ୍ୟ ପରିଶ୍ରମରେ ଆମକୁ ଦୁର୍ବଳ ଲାଗେ । ତେଣୁ ନିୟମିତ ବ୍ୟାୟାମ କରିବା ଦରକାର ।

ଏହି ବୟସରେ ଭିଟାମିନ ବି-୧୨ର ମାତ୍ରା ଶରୀରରେ ହ୍ରାସ ପାଇବା କାରଣରୁ ଡିପ୍ରେସନ, କେଶ ଝଡ଼ା ଆଦି ସମସ୍ୟା ଦେଖାଦେଇଥାଏ । ତେଣୁ ଅଣ୍ଡା ଓ ଦୁଗ୍ଧଜାତୀୟ ପଦାର୍ଥ ସେବନ କରି ଭିଟାମିନ-ବିର ଭରଣା କରିହେବ ।

ଏହି ବୟସରେ ଶରୀରରେ ହରମୋନର ପରିବର୍ତ୍ତନ ଘଟିବା ଦ୍ୱାରା ଚର୍ମର ଗଠନରେ ପରିବର୍ତ୍ତନ ହୁଏ । ତେଣୁ ଚର୍ମ ଶୁଷ୍କ ହୋଇଥାଏ । ସେଥିପାଇଁ ଚର୍ମରେ ତେଲ ମାଲିସ ସହ ଡାକ୍ତରଙ୍କ ସହ ପରାମର୍ଶ କରି କ୍ରିମର ପ୍ରୟୋଗ କରିବା ଉଚିତ ।

Get real time updates directly on you device, subscribe now.

Leave A Reply

Your email address will not be published.