fbpx

ଜୁନିଅର ହକି ବିଶ୍ୱକପ୍: ଟାଇଟଲ ହାତେଇଲା ଆର୍ଜେଣ୍ଟିନା

ଭୁବନେଶ୍ୱର: ବିଶ୍ୱକପ୍ ହକି ହାତେଇଲା ଆର୍ଜେଣ୍ଟିନା । ଦ୍ୱିତୀୟ ଥର ପାଇଁ ଜୁନିଅର ହକି ବିଶ୍ୱକପ୍ ଟାଇଟଲ ଜିତିଲା ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ହକି ବିଶ୍ୱକପର ବିଜେତା ହେଳା ଆର୍ଜେଣ୍ଟିନା । ଜର୍ମାନୀକୁ ୪-୨ ଗୋଲରେ ହରାଇ ଚାମ୍ପିୟନ ହେଲା ଆର୍ଜେଣ୍ଟିନା ।୨୦୦୫ ପରେ ଦ୍ୱିତୀୟଥର ଟାଇଟଲ ଜିତିଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନାକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.