fbpx
BJD SKY
BJD SKY

କୋଭିଡ୍ ମହାମାରୀରେ ଆଖି ବୁଜିଲେ ଅରିଜିତ ସିଂଙ୍କ ମା’

BJD

ମୁମ୍ବାଇ : କୋଭିଡ୍ ମହାମାରୀରେ ଆଖି ବୁଜିଲେ ବଲିଉଡ୍ ର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂଙ୍କ ମା’ । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ନିଧନ ହୋଇଛି । ଅରିଜିତଙ୍କ ମା’ ସଂକ୍ରମିତ ହେବାପରଠାରୁ ହିଁ ତାଙ୍କ ଅବସ୍ଥା ଶୋଚନୀୟ ଥିଲା । ହେଲେ ଗୁରୁବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା ଏହାପରେ ସକାଳ ୧୧ଟାରେ ତାଙ୍କ ଦେହାନ୍ତ ହୋଇଥିଲା । ତେବେ ତାଙ୍କ ବିୟୋଗରେ ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.