ନୂଆଦିଲ୍ଲୀ,୧୧ ।୧: ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ବା ପିଓକେକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ସେନାମୁଖ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାଶ୍ମୀର ଭାରତର ଅଂଶ । ସଂସଦ ଚାହିଁଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ଦ୍ଦେଶ ମିଳିଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ହେବ । ଦେଶର ସୁରକ୍ଷା ଉପରେ ଆମର ପ୍ରାଥମିକତା ଦିଆଯିବ । ଦେଶର ସୁରକ୍ଷାରେ ବୁଝାମଣା କରାଯାଇପାରିବନି ।’
Army Chief on if PoK can be part of India as stated by political leadership: There is a parliamentary resolution that entire J&K is part of India.If Parliament wants it,then,that area(PoK) also should belong to us. When we get orders to that effect, we'll take appropriate action pic.twitter.com/D7f7gJTalD
— ANI (@ANI) January 11, 2020