fbpx

ନକଲି କପ୍ ସିରଫ ଜବତ, ୨ଗିରଫ

ନୂଆପଡ଼ା, ୨୭ା୧(ଓଡ଼ିଶା ଭାସ୍କର): ଆଜି ୯ହଜାର ୪୫୩ବୋତଲ କପ୍ ସିରଫ ଜବତ ହୋଇଛି । ଏନେଇ ନକଲି କପ୍ ସିରଫ କମ୍ପାନୀର ୨ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଗୁଜୁରାଟ ଓ ଚଣ୍ଡିଗଡ଼ରୁ ୨ଜଣକୁ ଗିରଫ କରିଛି ନୂଆପଡ଼ା ପୋଲିସ । ନୂଆପଡ଼ା ଅଞ୍ଚଳରେ ନକଲି କପ୍ ସିରଫ କମ୍ପାନୀ ଚଳାଉଥିଲେ ୨ ଅଭିଯୁକ୍ତ । ଜବତ କପ୍ ସିରଫର ଆନୁମାନିକ ମୂଲ୍ୟ ୧୨ଲକ୍ଷରୁ ଅଧିକ ଟଙ୍କା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.