fbpx

ସେୟାର ବଜାରରେ କରୋନା ଭାଇରସ ପ୍ରଭାବ!

ନୂଆଦିଲ୍ଲୀ, ୨୭ା୧:ଭାରତୀୟ ସେୟାର ବଜାରରେ କରୋନା ଭାଇରସ ଭୟର ପ୍ରଭାବ ପଡ଼ିଛି ବୋଲି ସୂଚନା ରହିଛି । ବିଏସଇ ସୂଚକାଙ୍କ ୪୫୮ ପଏଣ୍ଟ ଓ ନିଫଟି ୧୨୯ ପଏଣ୍ଟ ଖସିଥିବା ଜଣାପଡ଼ିଛି । ବିଏସଇ ସୂଚକାଙ୍କ ୪୧.୧୫୫ ପଏଣ୍ଟରେ କାରବାର ଶେଷ ହୋଇଛି । ନିଫଟି ସୂଚକାଙ୍କ ୧୨ହଜାର ୧୧୯ ପଏଣ୍ଟରେ କାରବାର ଶେଷ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.