fbpx

ଚୋରା ମଦ କାରବାର ଅଭିଯୋଗରେ କମେଡି କିଙ୍ଗ ପପୁ ପମ ପମଙ୍କ ସହଯୋଗୀ ଗିଟୁ ଗିରଫ

ଭୁବନେଶ୍ୱର :୨୧ ।୪(ଓଡିଶା ଭାସ୍କର): ଚୋରା ମଦ କାରବାର ଅଭିଯୋଗରେ କମେଡି କିଙ୍ଗ ପପୁ ପମ ପମଙ୍କ ସହଯୋଗୀ ଗିଟୁ ଗିରଫ । ଗିଟୁକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏକ ହୋଣ୍ଡାଇ କ୍ରେଟା କାରରେ ଗିଟୁ ଜଟଣୀ ଅଂଚଳରୁ ମଦ ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ । ଘଟଣାରେ ତାଙ୍କର ଜଣେ ସହଯୋଗୀ ବି ଗିରଫ ହୋଇଛନ୍ତି । ତାଙ୍କ ଠାରୁ ୨ ପେଟି ମଦ ଜବତ କରାଯାଇଛି । ଏଥିରେ ପାଖାପାଖି ୧୭ ଲିଟର ମଦ ରହିଥିଲା । ପୂର୍ବରୁ ଗିଟୁ କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇଥିଲେ ।

Get real time updates directly on you device, subscribe now.