fbpx

ଆର୍ଶୀବାଦ ବେହେରାଙ୍କ ଜାମିନ ମଞ୍ଜୁର

ଭୁବନେଶ୍ୱର, ୨୬ା୧୧(ଓଡ଼ିଶା ଭାସ୍କର): ପୂର୍ବତନ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତାଙ୍କୁ ଦେଢ଼ଲକ୍ଷ ଟଙ୍କା ଓ ୨ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ସୂଚନା ମିଳିଛି । ଏକ ଚିଟ୍ ଫଣ୍ଡ ଠକେଇ ମାମଲାରେ ଆର୍ଶବାଦଙ୍କୁ ଗିରଫ କରିଥିଲା ସିବିଆଇ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏସସିବିରେ ଅଛନ୍ତି ।

Get real time updates directly on you device, subscribe now.