fbpx

ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଉତ୍ପାଦନର ମୂଲ୍ୟ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୨୭ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନି ଉତ୍ପାଦନ ଓ ବିକ୍ରି ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଚିନିର ଉତ୍ପାଦନର ମୂଲ୍ୟ । କେଜି ପିଛା ଉତ୍ପାଦନ ଖର୍ଚ୍ଚ ୪୭ଟଙ୍କା ହୋଇଥିବା ବେଳେ ବିକ୍ରି ମୂଲ୍ୟ ୩୨ଟଙ୍କା ରହିଛି । ସାରା ଦେଶରେ ଚିନି ଶିଳ୍ପର ସ୍ଥିତି ଏଭଳି ରହିଛି ବୋଲି ସେ ଗୃହରେ କହିଛନ୍ତି ।

Get real time updates directly on you device, subscribe now.