fbpx

ବାଲେଶ୍ୱର ଗସ୍ତରେ କେନ୍ଦ୍ରାଞ୍ଚଳ RDC ଅନିଲ ସାମଲ

Advertisement

ବାଲେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ବାଲେଶ୍ୱର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ମେଡ଼ିକାଲରେ ବିଭିନ୍ନ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ବାର୍ତ୍ତା ମଧ୍ୟ ହୋଇଛନ୍ତି ।ଏହାସହ ତାଙ୍କର ସରକାରୀ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.