fbpx

ଭିଜିଲାନ୍ସ ଜାଲରେ ସହକାରୀ ପ୍ରଫେସର

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ CETର ଗଣିତ ବିଭାଗ ସହକାରୀ ପ୍ରଫେସର । ପ୍ରଫେସର ପ୍ରସନ୍ନ ମିଶ୍ରଙ୍କ ଭୁବନେଶ୍ବରସ୍ଥିତ ଖଣ୍ଡଗିରିବାରି ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ପ୍ରଫେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.