fbpx

କେନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ନେଇ ସୂଚନା

ନୂଆଦିଲ୍ଲୀ: କେନିଆରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣା ହେବା ସହ ସେଥିରେ ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଉକ୍ତ ବିମାନରେ କେନିୟା ପ୍ରତିରକ୍ଷା ବାହିନୀ ମୁଖ୍ୟ ମଧ୍ୟ ଯାତ୍ରା କରୁଥିଲେ ବୋଲି କୁହାଯାଉଛି । କେନିୟା ଡିଫେନ୍ସ ଫୋର୍ସର ହୁୟେ ହେଲିକପ୍ଟରଟି ଏକ ସ୍ଥାନୀୟ ପ୍ରାଥମିକ ସ୍କୁଲରୁ ଉଡ଼ାଣ ଆରମ୍ଭ କରିଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

Get real time updates directly on you device, subscribe now.