ଏହି ସରକାରୀ ବ୍ୟାଙ୍କର ବଡ଼ ଘୋଷଣା, ଜିରୋ ବାଲାନ୍ସ ଉପରେ କୌଣସି ଚାର୍ଜ ଲାଗିବ ନାହିଁ
ନୂଆଦିଲ୍ଲୀ: ଦେଶର ସରକାରୀ କାନାରା ବ୍ୟାଙ୍କ ତାର ଗ୍ରାହକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏବେ ଗ୍ରାହକମାନଙ୍କୁ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ ।…