Railway Recruitment 2025: ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ପାଖେଇ ଆସୁଛି ଶେଷ ତାରିଖ
ନୂଆଦିଲ୍ଲୀ: ଯଦି ରେଳବାଇରେ କ୍ୟାରିଅର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR), RRC ନାଗପୁର ଡିଭିଜନ ଦ୍ୱାରା ଶିକ୍ଷାର୍ଥୀଙ୍କ…