ସିକ୍ରେଟ କାଫେରେ ଅଗ୍ନିକାଣ୍ଡ, ନିଆଁ ସାଙ୍ଗକୁ ଚାରିଆଡେ ଧୂଆଁମୟ ପରିବେଶ
ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରି ପାଖରେ ଜଳିଗଲା କାଫେ । ଦ୍ବିତୀୟ ମହଲାରେ ଥିବା କାଫେରେ ଅଗ୍ନିକାଣ୍ଡ ହୋଇଛି ।
ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ପରେ ଲୋକମାନେ…