ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ, ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୋଲିସ
ଭୁବନେଶ୍ବର: ରାଜଧାନୀରୁ ଅପହୃତ ଛୁଆ ଉଦ୍ଧାର । ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣର କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି ।
ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୋଲିସ । ଖବର ଅନୁସାରେ, ମୁଣ୍ଡରେ…