ଟଏଲେଟ୍ରେ ୫ ମିନିଟ୍ ବଦଳରେ ୨୫ ମିନିଟ୍ ବସୁଛନ୍ତି କି? ହସ୍ପିଟାଲରେ ହୋଇପାରନ୍ତି ଭର୍ତ୍ତି
ନୂଆଦିଲ୍ଲୀ: ଆଜିକା ସମୟରେ ପ୍ରାୟ ଲୋକେ ଫୋନ ଧରି ଟଏଲେଟ ଯାଇଛନ୍ତି । Instagram ରିଲ୍, WhatsApp ଚାଟ୍ ଏବଂ ଫିଡ୍ ସ୍କ୍ରୋଲ୍ କରିବାରେ 25-30 ମିନିଟ୍ ବିତାଇ ଥାଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ,…