Breaking: RG କର ରେପ୍ ହତ୍ୟା ମାମଲା, ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ସଂଜୟ

ନୂଆଦିଲ୍ଲୀ:  କୋଲକାତା ଆର୍‌ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ରାୟ । ଦୋଷୀ ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ଜରିମାନା ସହିତ…

ଗୋଟିଏ ଚୁଟକିରେ Whatsappରେ ବୁକ ହେବ ସିଲିଣ୍ଡର, ଜାଣନ୍ତୁ ସମ୍ପୁର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତେ ପ୍ରାୟତଃ ଚାଟିଂ ଏବଂ ଖବର ପହଞ୍ଚାଇବା ପାଇଁ ହ୍ବାଟ୍ସଆପ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏହା ବ୍ୟତୀତ ଅନ୍ୟ କିଛି ସେବା ମଧ୍ୟ ଯୋଗାଇବ କମ୍ପାନୀ । ଯେହେତୁ ଭାରତରେ କୋଟି କୋଟି…

ନବ ଦାସ ହତ୍ୟା ପ୍ରସଙ୍ଗ: ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାରୀ କିଏ? ତାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଏହାରି ଭିତରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ…

ୟାକୁ ବି କଣ ପ୍ରେମ କୁହାଯିବ…ଧୋକା ଦେଲା ପ୍ରେମିକା, ଘରକୁ ଡ଼ାକି ବିଷ ଦେଇଦେଲା ପ୍ରେମିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରେମର ସଜ୍ଞା ବଦଳି ଯାଇଛି । ବର୍ତ୍ତମାନ ବେଙ୍ଗାଲୁରୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରେମିକକୁ ଧକ୍କା ଦେବା କାରଣରୁ…

ନବ ଦାସ ହତ୍ୟା ପ୍ରସଙ୍ଗରେ ପୁଣିଥରେ ବୟାନ ଦେଲେ ଦୀପାଳି, କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ

ଭୁବନେଶ୍ବର: ରାଜନୀତିରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲା । ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରେ ଜାରି ରହିଛି ବୟାନ ବାଜି । ଏହାରି ଭିତରେ ଆଜି…

ଶୋଇଥିବା ବେଳେ ହଠାତ୍ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 4 ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଜଣେ 32 ବର୍ଷୀୟ ମହିଳାଙ୍କ ସମେତ 3 ଜଣ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଜି ଭୋରୁ ଘରେ ନିଆଁ ଲାଗିଯାଇଥିବା ବେଳେ ଶୋଚନୀୟ ଭାବେ ପୁରା ପରିବାରର ମୃତ୍ୟୁ ହୋଇଥିବା କଥା କୁହାଯାଇଛି । ଉତ୍ତରପ୍ରଦେଶର…

ଚଳିତ ବର୍ଷ 90 କୋଟି ଟପିବ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା, ଏଠି ପୁରୁଷମାନଙ୍କର ବ୍ୟବହାର ଅଧିକ

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2025 ମସିହାରେ ଏହି ସଂଖ୍ୟା 90 କୋଟି ଟପିବ ବୋଲି କୁହାଯାଇଛି । ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ…

Jioର ସବୁଠୁ ଶସ୍ତା ପ୍ଲାନ: 28 ଦିନ ଯାଏଁ ନୋ ଟେନସନ୍, ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଦେଶରେ ଇଣ୍ଟରନେଟ୍ ବ୍ୟବହାରରେ ଏକ ବିପ୍ଳବ ଆଣିଥିଲା। ଏହାର ଶୁଭାରମ୍ଭ ପରେ, ଦେଶର ଅନେକ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟବହାର କରିବା ଆରମ୍ଭ କଲେ । ଜିଓ କମ୍ ଟଙ୍କାରେ ରିଚାର୍ଜ ପ୍ଲାନ ଆଣି…

ଆମେରିକାରେ ବ୍ୟାନ ହେଲା TikTok, ସୁପ୍ରିମକୋର୍ଟ ଶୁଣାଇଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ରାୟ ଶୁଣାଇଛନ୍ତି । ସର୍ଟ ଭିଡିଓ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି । ଏହି ପ୍ରତିବନ୍ଧକ ଯୋଗୁଁ ଆପ୍ ମାତ୍ର ଦୁଇ ଦିନ ମଧ୍ୟରେ ବନ୍ଦ…

PF ଟ୍ରାନ୍ସଫର କରିବା ଏବେ ଆହୁରି ହେଲା ସହଜ, କେବେଳ ଗୋଟିଏ OTP ରେ ହେବ ସବୁ ପରିବର୍ତ୍ତନ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ଖୁସି ଖବର ରହିଛି । ଚାକିରି ପରିବର୍ତ୍ତନ ପରେ EPFO ​​ସଦସ୍ୟମାନଙ୍କୁ ଆଉ ପାଣ୍ଠି ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ସଂଶୋଧନ…