Maoist Encounter: ଛତିଶଗଡ଼ରେ 12 ନୁହେଁ ବରଂ 18ଜଣ ମାଓବାଦୀ ନିପାତ ହୋଇଥିଲେ
ନୂଆଦିଲ୍ଲୀ: ଜାନୁଆରୀ ୧୬ ତାରିଖରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ମାଓବାଦୀଙ୍କର ଏନକାଉଣ୍ଟର ହୋଇଥିଲା । ଏଥିରେ 18 ଜଣ ମାଓବାଦୀ ନିପାତ ହୋଇଥିବା ଜଣେ ପୋଲିସ ଅଧିକାରୀ ସ୍ପଷ୍ଚ କରିଛନ୍ତି ।…