(Video) ୟାକୁ କହନ୍ତି ପ୍ରେମ… ସ୍ବାମୀର ମୃତ୍ୟୁକୁ ସହିନପାରି ମୃତଦେହକୁ ଜଗି ରହିଲା ନାଗୁଣୀ, ସମସ୍ତେ କହିଲେ…

ନୂଆଦିଲ୍ଲୀ: ଜୀବନମାନେ ପ୍ରେମ । ଭଲପାଇବା ଏଭଳି ଏକ ଜିନିଷ କେତେବେଳେ କାହା ସହିତ ବି ହୋଇପାରେ । ସେ ମଣିଷ ହେଉଛି ପଶୁ, ପ୍ରେମ ସମସ୍ତଙ୍କୁ ହୋଇଥାଏ । ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଭିଡିଓ । ନାଗର ମୃତ୍ୟୁକୁ…

ବାଇକ୍‌କୁ ଧକ୍କା ଦେବା ପରେ ଟ୍ରକରେ ଲାଗିଲା ନିଆଁ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା

ଭୁବନେଶ୍ବର: ୧୮ ନମ୍ବର ଜାତୀୟ ରାଜପଥର କଲାବାଡିଆ ନିକଟରେ ଭୟଙ୍କର ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଟ୍ରକଟି ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିପୋଡିଯାଇଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ…

Breaking: ଏସି ସର୍ଟ ସର୍କିଟରୁ MKCGରେ ଲାଗିଲା ନିଆଁ, ଧୂଆଁମୟ ପୁରା ହସ୍ପିଟାଲ

ଭୁବନେଶ୍ବର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଅଗ୍ନିକାଣ୍ଡ । MKCG ପୁରୁଣା ମେଡିସିନ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡିଛି । ଏସି ସଟ ସର୍କିଟରୁ ନିଆଁ ଲାଗିଯାଇଥିବା ବେଳେ ସୁରକ୍ଷାକର୍ମୀମାନେ ନିଆଁକୁ…

(Video) ଗଛରୁ ପତ୍ର ଝଡିଲା ଭଳି ଆକାଶରୁ ଖସିଲା ଟଙ୍କା, ଗୋଟାଇ ଗୋଟାଇ ଲୋକେ ଥକିଗଲେ ତାପରେ…

ନୂଆଦିଲ୍ଲୀ: ବିବାହ ଋତୁ ପୁଣି ଥରେ ଆରମ୍ଭ ହୋଇଛି ଏବଂ ସାରା ଦେଶରେ ଲକ୍ଷ ଲକ୍ଷ ବିବାହ ଚାଲିଛି । ନିଜର ସାମର୍ଥ୍ୟ ଏବଂ ପରମ୍ପରା ଅନୁସାରେ ସମସ୍ତେ ବିବାହ କରିଥାନ୍ତି । ତେବେ ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ…

Breaking: ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ, ଏହି କାରଣ ପାଇଁ ପରିବର୍ତ୍ତନ ହେଲା ସ୍ଥାନ

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ସିନ୍ଧେ । ମ୍ୟାଚ୍‌ ଆୟୋଜନ ହେବାକୁ ଥିବାରୁ ସାଧାରଣନ୍ତ୍ର ଦିବସ ପାଳନ ହେବନି ବୋଲି କଟକ…

Breaking: ଡବଲ୍‌ ଡେକର ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗାଡ଼କଣାରୁ ଜନତା ମଇଦାନ ଯାଏଁ କଲେ ଯାତ୍ରା

ଭୁବନେଶ୍ବର: ବୁଧବାର ଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଡବଲ୍ ଡେକର ବସର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । 5ଟି ଡବଲ ଡେକର,…

ଶେଷ ହେବ ଅଳଙ୍କାରରେ ଠକେଇ ଯୁଗ! ସୁନା ଭଳି ରୂପାରେ ହୋଇପାରେ ହଲମାର୍କିଂ

ନୂଆଦିଲ୍ଲୀ: ଏଣିକି ଆଉ ଠକାମୀ କରିପାରିବେ ନାହିଁ ରୂପା ଦୋକାନୀ । ସୁନା ଭଳି ରୂପାର ମଧ୍ୟ ଜଣାପଡିବ ପ୍ୟୁରିଟି । ସୁନା ଭଳି ଏବେ ରୁପାରେ ମଧ୍ୟ ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ । ରୂପାରେ ହୋଇପାରେ ହଲମାର୍କ:…

ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ବସ୍ତି! ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ହେଲେ ନିର୍ଦ୍ଦୋଷ, କହିଲେ ସତ୍ୟର ଜୟ ହୋଇଛି

ଭୁବନେଶ୍ବର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ବସ୍ତି । ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି ।…

(Video) ଇଏ କିପ୍ରକାର ପାଗଳାମୀ.. ଯୁବକଙ୍କୁ ଧକ୍କା ଦେଇ 4 କିମି ଘୋଷାଡି ନେଲା, ପରେ ନେଇ ରାସ୍ତାରେ ଛେଚିଦେଲା

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରର ଭିଭିଆଇପି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡ୍ରାଇଭର ତାଙ୍କ ଏର୍ଟିଗା କାରର ବୋନେଟରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ 4 କିଲୋମିଟର ଯାଏଁ…

ଅଦିିନିଆ ବର୍ଷାରେ ପୁରୀରେ ସର୍ବାଧିକ କ୍ଷତି, 4ରୁ 5 ଦିନ ଭିତରେ ସମସ୍ତ ଚାଷୀ ପାଇବେ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ବର୍ଷା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଚାଷୀଙ୍କୁ କେତେ ପରିମାଣରେ କ୍ଷତିପୂରଣ ମିଳିବ ସେନେଇ ଘୋଷଣା କରିଛନ୍ତି ରାଜସ୍ବ…