(Video) ଆନ୍ଦୋଳିତ କଲା ଭଳି ଭିଡିଓ… ଛାଡଖାଇରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ଗଛକୁ ଚଢିପଡିଲା ଛେଳି
ନୂଆଦିଲ୍ଲୀ: ରବିବାର ରାଜ୍ୟବାସୀ ପାଳିଛନ୍ତି ଛାଡଖାଇ । ମାସେ କାଳ ଧରି ଆମିଷ ଖାଇନଥିବା ବେଳେ ପୂର୍ଣ୍ଣିମା ପରଦିନ ଆମିଷ ଖାଇ ଛାଡଖାଇ ପାଳିଥାନ୍ତି ଲୋକେ । ତେବେ ଏଥର ପୂର୍ଣ୍ଣିମା ପରଦିନ ସଂକ୍ରାନ୍ତି ପଡିବାରୁ ଲୋକେ…