(Video) ରୋଷେଇ କରିବା ସମୟରେ ମହିଳାଙ୍କ ଅଣ୍ଟାରେ ଗୁଡେଇ ହେଲା ଅଜଗର, ତାପରେ …
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳେ । ସେମାନଙ୍କର ଗୋଟିଏ ଚୋଟରେ ମଣିଷ ମରିବାର ସମ୍ଭାବନା ଅଧିକ ରହିଥାଏ । ଖାସ୍ କରି ଅଜଗରର ନାଁ ଶୁଣିଲେ ମନକୁ ଛନକା ଆସିଥାଏ । କିନ୍ତୁ ଅନେକ ଭିଡିଓରେ…