ଚଳିତ ମାସରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ, ସବୁ କ୍ଷେତ୍ରରେ ମିଳିବ ସଫଳତା
ଭୁବନେଶ୍ବର: ଚଳିତ ମାସରେ ଲାଗିବ ଚନ୍ଦ୍ରଗ୍ରହଣ । ପୂର୍ଣ୍ଣମାରେ ଅର୍ଥାତ ସେପ୍ଟେମ୍ବର 18 ତାରିଖରେ ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ପଡିବ । ତେବେ ଜ୍ୟୋର୍ତିବିଦଙ୍କ କହିବା ଅନୁସାରେ, ଏହା କିଛି ରାଶି ପାଇଁ ଶୁଭଫଳ…