(Video) ଇନ୍ଧନ ଭରିବା ପରେ ବିମାନରୁ ବାହାରିଲା ଧୂଆଁ, ଭୟଭୀତ ହୋଇ ଦୌଡିଲେ ଯାତ୍ରୀ

ନୂଆଦିଲ୍ଲୀ : ଟଳିଲା ବଡ ବିମାନ ଦୁର୍ଘଟଣା । ଦୁବାଇ ଯିବା ପାଇଁ ଏକ ବିମାନ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଥିବା ବେଳେ ଉଡାଣ ପୂର୍ବରୁ ଇଞ୍ଜିନରୁ ବାହାରିଲା ଧୂଆଁ । ଏତେ ଧୂଆଁ ବାହାରିଲା ଯେ, ପୁରା ଏୟାରପୋର୍ଟ…

Breaking: ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଲା କାର୍, ଚାଲିଗଲା 7 ଜୀବନ

ଗାନ୍ଧୀନଗର : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା କାର୍-ଟ୍ରକ । ଦୁର୍ଘଟଣାରେ ଚାଲିଗଲା 7 ଜୀବନ । ଗୁଜୁରାଟର ସବରକୋଣ୍ଡା ଜିଲ୍ଲାର ହିମତନଗର ନିକଟରେ ଘଟିଛି ଏହି ଭୟଙ୍କର ସଡକ…

(Video) ମେଟ୍ରୋ କୋଚରେ ବର୍ଷା, ଯାତ୍ରୀ କହିଲେ ଟ୍ରେନ ଟିକେଟରେ ସୁଇମିଂ ପୁଲ ମଜା

ନୂଆଦିଲ୍ଲୀ: ନିକଟରେ ମୁମ୍ବାଇ ମେଟ୍ରୋରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହାକୁ ଦେଖି ଯାତ୍ରୀମାନେ ବେଶ୍ ଭୟଭୀତ ହୋଇପଡିଥିଲେ । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ କୋଚ ଭିତରେ ବର୍ଷା ଆରମ୍ଭ ହୋଇଥିଲା । ଲୋକେ…

kavach 4.0 : ଆଉ ହେବନି ରେଳ ଦୁର୍ଘଟଣା, ଏଣିକି 7-8 କିମି ଦୂରରୁ ମିଳିବ ସିଗନାଲ୍

ନୂଆଦିଲ୍ଲୀ: ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ । ଟ୍ରେନରେ ଲାଗିଲା କବଚ 4.0 । ଏଣିକି ଆଉ ହେବନି ରେଳ ଦୁର୍ଘଟଣା । ଆଗାମୀ କିଛି ବର୍ଷ ମଧ୍ୟରେ ସବୁ ଟ୍ରେନରେ ଏହା ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।…

ତିରୁପତି ଲଡୁକୁ ନେଇ ତୁଟିନି ଭକ୍ତଙ୍କ ଆସ୍ଥା, ଏବେ ବି ରେକର୍ଡ ସଂଖ୍ୟକ ବିକ୍ରି

ନୂଆଦିଲ୍ଲୀ : ତିରୁପତି ଲଡୁ ବିବାଦକୁ ନେଇ ସାରା ଦେଶରେ ରାଜନୈତିକ ଝଡ ଦେଖାଯାଇଛି । କେତେବେଳେ ପଶୁ ଚର୍ବି ତ ଆଉ କେତେବେଳେ ତମାଖୁ ମିସିଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ…

MUDA Case : କର୍ଣ୍ଣାଟକ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଯାଚିକା ଉପରେ ଆଜି ନିଷ୍ପତ୍ତି ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି । ସିଦ୍ଧରମୈୟାଙ୍କ ଯାଚିକାକୁ ସେ…

Breaking: ଓଡିଶାରେ ହେବନି ଇଭି ପ୍ଲାଣ୍ଟ ! ପ୍ରକଳ୍ପରୁ ଓହରିଲା କି JSW ?

ଭୁବନେଶ୍ବର: ଇଭି ପ୍ରକଳ୍ପ ନେଇ ବଡ ଅପଡେଟ୍ । ଓଡିଶାରେ ଇଭି ପ୍ରକଳ୍ପ କରିନପାରେ ଜେଏସଡବ୍ଲୁ(JSW) । ଓଡିଶାରେ ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି…

(Video) ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍, ଏହି ତାରିଖରୁ ପୁଣି ମିଳିବ ଟଙ୍କା

ଭୁବନେଶ୍ବର(ଓଡିଶା ଭାସ୍କର) : ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିସାରିଛି । 5000 ଟଙ୍କା ପାଇ ଖୁସୀ ଅଛନ୍ତି ମହିଳା । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ହିତାଧିକାରୀ ଏହି ଟଙ୍କା ପାଇବାକୁ ବାଦ୍…

ପେଟ୍ରୋଲ-ଡିଜେଲର ନୋ ଟେନସନ୍, ଏଣିକି ଆଳୁରେ ଚାଲିବ କାର୍ !

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟତଃ ଗାଡି ଗୁଡିକ ପେଟ୍ରୋଲ-ଡିଜେଲରେ ଚାଲୁଛି । କେତେକ ଇଭି କାରକୁ ଛାଡିଦେଲେ ପ୍ରାୟ କାରରେ ପେଟ୍ରୋଲ-ଡିଜେଲ ବ୍ୟବହାର ହେଉଛି । କିନ୍ତୁ ବର୍ତ୍ତମାନ ସମୟରେ ଇନ୍ଧନ ଦର ବୃଦ୍ଧି…

ଏମ୍ସରେ ଚାକିରି କରିବା ପାଇଁ ଇଚ୍ଛୁକ କି ? ଏବେ ହିଁ କରନ୍ତୁ ଆବେଦନ, ମିଳିବ 1 ଲକ୍ଷ ଦରମା

ନୂଆଦିଲ୍ଲୀ: ଚାକିରି ଖୋଜୁଥିଲେ ଏହି ଖବର ଆପଣଙ୍କ ପାଇଁ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମ୍ସ) ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଦିଲ୍ଲୀ ଏବଂ ଏନସିଆର ଜଜରରେ…