Momo tragedy: ଏଠାରେ ମିଳୁଛି ବିଷାକ୍ତ ମୋମୋ! ଖାଇଲେ ଚାଲିଯାଇପାରେ ଜୀବନ, ମା’ ମୃତ 2 ଝିଅ ଗୁରୁତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ମୋମୋ । ଦିଲ୍ଲୀ-ଏନସିଆର ସମେତ ଅନେକ ମେଟ୍ରୋ ସିଟିରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପିଲାଠୁ ବୁଢା ସମସ୍ତଙ୍କର ପ୍ରିୟ ସାଜିଛି ମୋମୋ ।…

ସାମ୍ନାକୁ ଆସିଲା ଅଜବ ଘଟଣା, 19 ଜଣଙ୍କୁ HIV ସଂକ୍ରମିତ କଲା ଜଣେ ନାବାଳିକା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । 5 ମାସରେ 19ଜଣ ଯୁବକଙ୍କୁ ଏଚଆଇଭି ସଂକ୍ରମିତ କରାଇଲା ନାବାଳିକା । ତେବେ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଜଣେ ନାବାଳିକା ସହିତ ଶାରୀରିକ ସମ୍ପର୍କ…

(Video) ଇଏ କି ଆଶ୍ଚର୍ଯ୍ୟ କଥା.. ବିନା ପୁରୁଷରେ ଗର୍ଭବତୀ, ଏହି କୂଅର ପାଣି ପିଇଲେ pregnant ହୁଅନ୍ତି ମହିଳା!

ନୂଆଦିଲ୍ଲୀ: ମା’ ହେବା ମହିଳାମାନଙ୍କର ଏକ ସୌଭାଗ୍ୟ ଅଟେ । ଛୁଆ ଜନ୍ମ ହେବା ପରେ ହିଁ ମହିଳାମାନେ ପୂର୍ଣ୍ଣାଙ୍ଗ ବୋଲି ଅନୁଭବ କରିଥାନ୍ତି । କିନ୍ତୁ ଶରୀରରେ କିଛି ସମସ୍ୟା କାରଣରୁ ମହିଳାମାନେ ଛୁଆ ଜନ୍ମ କରିବାରୁ…

Dhanteras Gold Buying: ଧନତେରାସରେ ଏତିକି ହଜାର କୋଟିର ସୁନା ବିକ୍ରି, ରେକର୍ଡ ଭାଙ୍ଗିଲା ରୂପା

ନୂଆଦିଲ୍ଲୀ: ଧନତେରାସରେ ସମସ୍ତେ ସୁନା କିଣିଥାନ୍ତି । ସୁନା, ରୂପା କିଣିବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଦେଶର ପ୍ରତ୍ୟେକ ସୁନା ଦୋକନାରେ ଗ୍ରାହକଙ୍କ ନାହିଁ ନଥିବା ଭିଡ ଦେଖିବାକୁ…

ସଲମାନଙ୍କୁ ପୁଣି ହତ୍ୟା ଧମକ, ‘2 କୋଟି ନଦେଲେ ଜୀବନରୁ ମାରିଦେବୁ’

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଜାରି ରହିଛି । ପୁଣି ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲକୁ କେହି ଅଜ୍ଞାତ ବ୍ୟକ୍ତି ମେସେଜ କରି ହତ୍ୟା ଧମକ ଦେଇଛନ୍ତି । 2 କୋଟି ଦିଅ…

ବଢିଲା ପୋସ୍କୋ ଓଡିଶା ଫେରିବା ଆଶା, JSW ଷ୍ଟିଲ ସହ ବୁଝାମଣା ସ୍ୱାକ୍ଷର ପରେ ଚର୍ଚ୍ଚା

ଭୁବନେଶ୍ବର: ଓଡିଶା ଫେରିପାରେ ପୋସ୍କୋ । 19 ବର୍ଷ ପରେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ ଓଡିଶା ଫେରିପାରେ ବୋଲି ଜଣାପଡିଛି । ଏନେଇ ଜେଏସଡବ୍ଲୁ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ଜଣାପଡିଛି ।…

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ହାଇକୋର୍ଟରେ କାଏମ, ପିଲା କମ୍ ଥିଲେ ସ୍କୁଲ ବନ୍ଦ

ଭୁବନେଶ୍ବର: ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ କାଏମ ରଖିଲେ ହାଇକୋର୍ଟ । ଏଣିକି 20ରୁ କମ୍ ପିଲା ରହିଥିବା ସ୍କୁଲ ବନ୍ଦ ହେବ । ଉକ୍ତ ସ୍କୁଲକୁ ବନ୍ଦ କରାଯାଇ…

(Video)ଅଭିନେତ୍ରୀଙ୍କୁ ନଜଣାଇ ବିମାନରୁ ବ୍ୟାଗ ଓହ୍ଲାଇଲା Indigo, ଭିଡିଓ ଜାରି କରି ଝାଡିଲେ ସମିତା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଗଲେ ଫିଲ୍ମ ଅଭିନେତ୍ରୀ ସମିତା ଶେଟ୍ଟୀ । ସୋସିଆଲ ମିଡିଆରେ ଏକ ଭିଡିଓ ରିଲିଜ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସମିତା ଶେଟ୍ଟୀ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି…

ଓଡିଶାକୁ ଶୀତ ନେଇ ଆସିବ ଦୀପାବଳି ! 4ଡିଗ୍ରୀ ଖସିପାରେ ତାପମାତ୍ରା

ଭୁବନେଶ୍ବର: ନଭେମ୍ବର ପହିଲାରୁ ଆରମ୍ଭ ହୋଇପାରେ ଶୀତ । କେନ୍ଦ୍ରୀୟ ଭାରତରେ ଆଜି ସୁଦ୍ଧା ଏକ ଲଘୁଚାପ ବଳୟ ସକ୍ରିୟ ହୋଇପାରେ । ଏହା ଦ୍ବାରା ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପରେ । ଏହା ଦ୍ବାରା ଶୀତ ଆରମ୍ଭ…