‘ଦେଶରେ ଇଂରାଜୀ କହୁଥିବା ଲୋକେ ଖୁବଶୀଘ୍ର ନିଜକୁ ଲଜ୍ଜିତ ମନେକରିବେ’, ଜାଣନ୍ତୁ କାହିଁକି ଏପରି କହିଲେ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଂରାଜୀ ବ୍ୟବହାର କରୁଥିବା ଲୋକଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏପରି ଲୋକମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ ।
ରାଷ୍ଟ୍ରର ପରିଚୟର ଆତ୍ମା…