ବୁମରାହଙ୍କ ରେକର୍ଡ ଭାଙ୍ଗିବା ପାଇଁ ୫ ୱିକେଟ ଦୂରରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ, WTC 2023-25ରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ୱାଲର୍ଡ ଟେଷ୍ଟ ଚାମ୍ପିଆନସିପ ୨୦୨୫ର ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମହାମୁକାବିଲା ୧୧ ଜୁନରୁ ଲର୍ଡସର ଐତିହାସିଲ ମାଇଦାନରେ ହେବ। ଅଷ୍ଟ୍ରେଲିଆ ସ୍କ୍ୱାଡର…

କ୍ୟାବ୍ ବୁକ୍ କଲେ ଦେବାକୁ ପଡ଼ିବନି ଆଡଭାନ୍ସ ଟିପ୍ସ, Ola, Uber ଏବଂ Rapido ସହ ଜିଡ଼ିତ ଏହି ଖବର

ନୂଆଦିଲ୍ଲୀ: Ola, Uber କିମ୍ବା Rapido ବୁକିଂ କରିବା ସମୟରେ, ଆପଣଙ୍କୁ ପ୍ରାୟତଃ ଆଗୁଆ ଟିପ୍ ଆପ୍ସନ ମିଳିଥାଏ, ଯାହା ଯୋଗୁଁ କ୍ୟାବ୍ ଏଗ୍ରୀଗେଟର୍ସଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ଏବେ ସୂଚନା ମିଳିଛି ଯେ,…

ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂହଙ୍କ ଆଜି ନିର୍ବନ୍ଧ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମର ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟୀର ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ସେଣ୍ଟ୍ରମର ଫଲକର୍ନ ହଲରେ ଆୟୋଜିତ ହେବ। ଏହି ଅତିଥି…

‘କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି’, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି

ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେବେ ବର୍ତ୍ତମାନ ରାଜ୍ୟରେ ତଥା ଦେଶରେ କୋଭିଡ୍ ବଢିବାରେ ଲାଗିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। କୋଭିଡ୍ ଭଳି ଲକ୍ଷଣ ଥିଲେ…

ଗୋଟିଏ ବର୍ଷ ମଧ୍ୟରେ ନାଗାର୍ଜୁନଙ୍କ ଘରକୁ ଆସିଲା ଦ୍ୱିତୀୟ ବୋହୂ, ଗାର୍ଲପ୍ରେଣ୍ଡକୁ ବିବାହ କଲେ ସାନ ପୁଅ ଅଖିଲ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଘରେ ପୁଣି ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ନାଗାର୍ଜୁନଙ୍କ ସାନ ପୁଅ ଏବଂ ନାଗା ଚୈତନ୍ୟଙ୍କ ଭାଇ ଅଖିଲ ଆକ୍କିନେନି ବିବାହ କରିଛନ୍ତି। ସେ ଜୁନ୍ 6 ତାରିଖରେ…

ଦିଲ୍ଲୀ CM ରେଖା ଗୁପ୍ତାଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ, ଏହିଠାରୁ ଆସିଲା ଫୋନ୍ କଲ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ମିଳିଛି। ଅଭିଯୁକ୍ତ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ…

ନିର୍ଜଳା ଏକାଦଶୀରେ ପଢନ୍ତୁ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍‌, ବିଷ୍ଣୁଙ୍କର ମିଳିବ କୃପା

ଓଡ଼ିଶା ଭାସ୍କର: ନିର୍ଜଳା ଏକାଦଶୀ ହିନ୍ଦୁ ଧର୍ମର ସବୁଠାରୁ କଠିନ ଉପବାସ ମଧ୍ୟରୁ ଅନ୍ୟତମ। ଏହି ଦିନ ଉପବାସ କଲେ ୨୪ଟି ଏକାଦଶୀ ପରି ଫଳ ମିଳିଥାଏ। କୁହାଯାଏ ଯେ, ବାହୁଭୋଜୀ ଭୀମ ମଧ୍ୟ ଏହି ଉପବାସର ଶକ୍ତି ଯୋଗୁଁ…

ଜୁଲାଇ 4ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ଉପରେ ପର୍ଯ୍ୟବେସିତ ଓଡ଼ିଆ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରିଲିଜ ତାରିଖ ପ୍ରକାଶ ପାଇଛି । ସୂଚନା ମୁତାବକ, ଜୁଲାଇ 4 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସବୁଠୁ ବଡ…

ରାତିରେ କ୍ଷୀର ପିଇ କାହିଁକି ଶୋଇବା ଉଚିତ୍ ନୁହେଁ, ଜାଣନ୍ତୁ ସାଇଡ ଇଫେକ୍ଟ

ନୂଆଦିଲ୍ଲୀ: ପୋଷକ ତତ୍ତ୍ୱରେ ଭରପୁର କ୍ଷୀର ଆପଣଙ୍କ ଶରୀର ପାଇଁ ଲାଭଦାୟକ। ଆପଣ ଏହାକୁ ସଠିକ୍ ମାତ୍ରାରେ ସେବନ କରିବା ଆବଶ୍ୟକ। କିଛି ଲୋକେ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତି, ହେଲେ ରାତିରେ କ୍ଷୀର ପିଇବା…

ଚୋରଣୀ ବ୍ୟାଙ୍କ ଅଧିକାରୀ: ଗ୍ରାହକଙ୍କ ଏଫଡିରୁ ଉଠାଇଲା ୪.୫ କୋଟି, ସେୟାର ବଜାରରେ କଲା ନିବେଶ, ବୁଡ଼ିଗଲା ସବୁ ଟଙ୍କା

ନୂଆଦିଲ୍ଲୀ: କୋଟାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଲୋକେ ନିଜ ଟଙ୍କା ରଖିବା ଲାଗି ସବୁଠୁ ସୁରକ୍ଷିତ ସ୍ଥାନ ବ୍ୟାଙ୍କକୁ ଭାବନ୍ତି। ହେଲେ ବ୍ୟାଙ୍କର ଜଣେ ଅଧିକାରୀ ଗ୍ରାହକଙ୍କ ଭରସାର ଫାଇଦା ଉଠାଇ ତାଙ୍କ…