Amazon ଦେଲା ବଡ଼ ଝଟକା, ଏଣିକି ଅନଲାଇନରେ ଜିନିଷ ମଗାଇଲେ, ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟ ଆମାଜନ ବର୍ତ୍ତମାନ ଆପଣଙ୍କଠାରୁ ପ୍ରତି ଅର୍ଡର ପିଛା ଚାର୍ଜ ମାଗିବ। କମ୍ପାନୀ ଅନଲାଇନ ସାମଗ୍ରୀ ମଗାଇବାରେ ମାର୍କେଟପ୍ଲେସ ଫିସ ଲଗାଇବାର ନିଷ୍ପତ୍ତି ନେଇଛି। ଏହି ମାର୍କେଟପ୍ଲେସ…

(Video) ଖାନ ସାରଙ୍କ ସ୍ତ୍ରୀ ମୁହଁରୁ ଓଢଣା ଉଠାଇଦେଲା AI, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବିବାହ ପରଠାରୁ ଖାନ ସାର୍ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଭାରତ-ପାକ୍ ଉତ୍ତେଜନା ମଧ୍ୟରେ, ଖାନ ସାର୍ ଗୁପ୍ତ ଭାବରେ ବିବାହ କରିଥିଲେ ଏବଂ କେହି ଏହା ବିଷୟରେ ଜାଣି ମଧ୍ୟ ନଥିଲେ। ବିବାହ ପରେ, 2…

ଗଞ୍ଜାମ ହେବ ଶିଳ୍ପ ହବ୍; ମୁଖ୍ୟମନ୍ତ୍ରୀ କହିଲେ- ଆମର କଥା ଓ କାମ ସମାନ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

୬ଟି ଦେଶୀ ବନ୍ଧୁକ ଜବତ, ୬ ଅପରାଧୀ ଗିରଫ

ପୁରୀ: ରଥଯାତ୍ରା ପାଖେଇ ଆସୁଛି। ଆଜି ଶ୍ରୀମନ୍ଦିରରେ ଚାଲିଛି ରୁକ୍ମଣୀ ହରଣ ନୀତି। ଏହାରି ମଧ୍ୟରେ ଅର୍ଥାତ ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ଼ରେ ପୁରୀ ପୋଲିସ। ୬ଟି ଦେଶୀ ବନ୍ଧୁକ ଜବତ ହେବା ସହ ୬ ଜଣ ଅପରାଧୀ ଗିରଫ…

ଏଲନ ମସ୍କଙ୍କୁ କେତେ ମିଳେ ଦରମା? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଟେସଲାର ସିଇଓ ଏବଂ ଦୁନିଆର ସବୁଠୁ ବଡ଼ ବିଜନେସମ୍ୟାନ ଏଲନ ମସ୍କ ପୁଣିଥରେ ଚର୍ଚ୍ଚାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବର୍ତ୍ତମାନ ତାଙ୍କ ସଂପର୍କରେ ଫାଟ ଦେଖିବାକୁ ମିଳିଛି। ସେ…

RBIର ବଡ଼ ଉପହାର: ଶସ୍ତା ହୋଇଯିବ ଘର-କାର ସମେତ ସବୁ ଲୋନ ଏବଂ EMI, ଏତିକି ପ୍ରତିଶତ ହ୍ରାସ ପାଇଲା ରେପୋ ରେଟ୍‌

ନୂଆଦିଲ୍ଲୀ: ଆରବିଆଇ ରେପୋ ରେଟ୍ ୦.୫% ହ୍ରାସ କରିଛି। ଏହି ରେପୋ ରେଟ୍ ହ୍ରାସ ପରେ ୫.୫% ହୋଇଛି। ଗୃହଋଣ ସହ ଅନ୍ୟ ଋଣ ବି ଶସ୍ତା ହେବ। ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ ପାଇଲା। ଋଣ ନେଉଥିବା କିମ୍ବା ଋଣ…

ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ, ପାଳନ ହେବ ରୁକ୍ମଣୀ ହରଣ ନୀତି

ପୁରୀ: ଆଜି ରୁକ୍ମଣୀ ହରଣ ନୀତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଚଳଚଞ୍ଚଳ, ସଜେଇ ହୋଇଛି ଶ୍ରୀମନ୍ଦିର। ସକାଳ ଧୂପ ପରେ ବିଭିନ୍ନ…

ରୋହିତ-ବିରାଟଙ୍କ ବିନା ଜିତି ପାରିବ କି ଇଣ୍ଡିଆ? ଶୁଭମନ ଗିଲ୍‌ଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିସାରିଛି। ଏହାରି ମଧ୍ୟରେ ଟିମ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜ ଖେଳିବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଭାରତର ଏହା ପ୍ରଥମ…

‘SpaceX ନିଜ ଡ୍ରାଗନ ମହାକାଶ ଯାନକୁ ତୁରନ୍ତ କରିବ ବନ୍ଦ’, ଟ୍ରମ୍ପଙ୍କ ସହ ବିବାଦ ପରେ କହିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡିନାଲ୍ଡ ଟ୍ରମ୍ପ ଏବଂ ଟେସଲାର ଚିଫ ଏଲନ ମସ୍କଙ୍କ ମଧ୍ୟରେ ଝଗଡ଼ା ବର୍ତ୍ତମାନ ସାର୍ବଜନୀନ ହୋଇଛି। ଦୁହେଁ ୱାନ୍ ବିଗ୍ ବିୟୁଟିଫୁଲ ବିଲକୁ ନେଇ ମୁହାଁମୁହିଁ ହୋଇଛନ୍ତି। ମସ୍କ ଏହି…

Nirjala Ekadashi 2025: ଆଜି ନିର୍ଜଳା ଏକାଦଶୀ କଲେ ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା, ଜାଣନ୍ତୁ ବ୍ରତର ମହତ୍ତ୍ୱ ଓ ଉପାୟ

ଓଡ଼ିଶା ଭାସ୍କର: ନିର୍ଜଳା ଏକାଦଶୀ ହିନ୍ଦୁ ଧର୍ମର ସବୁଠାରୁ କଠିନ ଉପବାସ ମଧ୍ୟରୁ ଅନ୍ୟତମ। ଏହି ଦିନ ଉପବାସ କଲେ ୨୪ଟି ଏକାଦଶୀ ପରି ଫଳ ମିଳିଥାଏ। କୁହାଯାଏ ଯେ, ବାହୁଭୋଜୀ ଭୀମ ମଧ୍ୟ ଏହି ଉପବାସର ଶକ୍ତି ଯୋଗୁଁ…