ଦିବ୍ୟାଙ୍ଗ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ୩ ଗିରଫ, ଡିଏନଏ ଟେଷ୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରୁ ଏକ ଲୋମ ଟାଙ୍କୁରି ଉଠିଲା ଭଳି ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଏହି ଜିଲ୍ଲାରେ ଏକ ମାନସିକ ଭାବେ ଅକ୍ଷମ ନାବାଳିକା ସହ ଦୁଷ୍କର୍ମ ଏବଂ ତାଙ୍କୁ…