ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା, ୬୦ ଲକ୍ଷ କଲେଣି ଆବେଦନ

ଭୁବନେଶ୍ୱର: ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧୭ ତାରିଖରେ…

ଦୁଇ ଦିନରେ ତିନି କୋଟି ରୋଜଗାର କଲା ‘ଦ ବକିଂହମ ମର୍ଡର୍ସ’

ନୂଆଦିଲ୍ଲୀ: କରୀନା କପୁରଙ୍କ ଫିଲ୍ମ ‘ଦ ବକିଂହମ ମର୍ଡର୍ସ’ ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର କଲେକସନ ସମୁଦାୟ ୩ କୋଟି ଟଙ୍କାରେ ପହଞ୍ଚଛି। ସିରିଜରେ ଦମଦାର ସସ୍ପେନ୍ସ ଏବଂ କରୀନା କପୁରଙ୍କ ଅଭିନୟ ପାଇଁ ତାଙ୍କୁ…

(Video) କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ଗଣେଶ ପେଣ୍ଡାଲରେ ତିଆରି କଲେ ଲଡ୍ଡୁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ଦେଶରେ ଗଣେଶ ଉତ୍ସବ ଖୁବ ଧୁମଧାମର ସହ ପାଳନ କରାଯାଉଛି ଏବଂ ପେଣ୍ଡାଲରେ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଗୁଜରାଟରୁବିଜେପି ବିଧାୟକ ରିଭାବା ଜାଡେଜାଙ୍କ ଭିଡିଓ…

ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ନୀରଜ ଚୋପ୍ରା, ମାତ୍ର ୧ ସେମି ପାଇଁ ଚାମ୍ପିୟନରୁ ହେଲେ ବଞ୍ଚିତ

ନୂଆଦିଲ୍ଲୀ: ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଏବଂ ଫାଇନାଲରେ ୮୭.୮୬ ମିଟରର ବେଷ୍ଟ ଥ୍ରୋ କରିଛନ୍ତି। ନୀରଜ ମାତ୍ର ଏକ ସେଣ୍ଟିମିଟର ପାଇଁ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛନ୍ତି।…

ଆଜି ୬ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ରବିବାର ଛଅଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ରେଳ ମନ୍ତ୍ରାଳୟ ଶନିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନୂଆ ଟ୍ରେନ ସଂଖ୍ୟା ୫୪ ଥିଲା…

Instagramର ପୋଷ୍ଟକୁ କ୍ରିଏଟିଭ ଏବଂ ଆଟ୍ରାକ୍ଟିଭ କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟ୍ରିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ବ୍ୟବହାର ଖୁବ ଜୋରରେ ବଢିଚାଲିଛି। ଏହି ପ୍ଲାଟଫର୍ମର ବ୍ୟବହାର ଅଧିକାଂଶ ରିଲ୍ସ କରିବା ଏବଂ ତାକୁ ପୋଷ୍ଟ କରିବାରେ କରାଯାଉଛି। ନିଜର ଏହି ଲୋକପ୍ରିୟତାକୁ ବଜାୟ…

ଆସନ୍ତାକାଲି ମହାପ୍ରଭୁଙ୍କ ତିନିଘଣ୍ଟା ଦର୍ଶନ ବନ୍ଦ, ଜାଣନ୍ତୁ ସମୟ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ଏହି ନୀତି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ତେବେ ଆସନ୍ତାକାଲି ଅର୍ଥାତ ୧୫ ସେପ୍ଟେମ୍ବର ରବିବାର ଦିନ ପୁରୀରେ ସାଧାରଣ ଦର୍ଶନ ବନ୍ଦ ରହିବ। କାଲି…

୧୭ରେ ଦୁଇଟି ଯୋଜନାର ଶୁଭାରମ୍ଭ: ମିଳିବ ପିଏମ ଆବାସର ପ୍ରଥମ କିସ୍ତି ଏବଂ ସୁଭଦ୍ରା ଯୋଜନା ଟଙ୍କା

ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖ ରାଜ୍ୟବାସୀଙ୍କ ପାଇଁ ଖୁସିର ଦିନ। ଗୋଟିଏ ଦିନ ଦୁଇଟି ଯୋଜନାର ଟଙ୍କା ପାଇବେ ହିତାଧିକାରୀ। ୧୭ ତାରିଖରେ ପିଏମ ଆବାସ ଯୋଜନାର ପ୍ରଥମ କିସ୍ତି ଆବେଦନକାରୀଙ୍କୁ ମିଳିବା ବେଳେ…

(Video) ପିଏମ ମୋଦୀଙ୍କ ଘରକୁ ଆସିଲା ନୂଆ ଅତିଥି! ଭିଡିଓ ସେୟାର କରି ଦେଲେ ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ ଏକ ନୂତନ ଅତିଥି ଆସିଛି। ଏହି ଅତିଥି ମଣିଷ ନୁହଁନ୍ତି ବରଂ ଏକ ନିରୀହ ବାଛୁରୀ । ଶନିବାର (ସେପ୍ଟେମ୍ବର ୧୪, ୨୦୨୪), ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ…

ସକାଳୁ ଖାଲି ପେଟରେ ଖାଆନ୍ତୁ ଗଜା ମୁଗ, ସ୍ୱାସ୍ଥ୍ୟକୁ ମିଳିବ ଅନେକ ଫାଇଦା, ଦୂର ହେବ ମୋଟାପଣ

ଓଡ଼ିଶା ଭାସ୍କର: ନିଜକୁ ସୁସ୍ଥ ରଖିବା ପାଇଁ ଲୋକେ ଗଜା ମୁଗ ସେବନ କରନ୍ତି। ଏହି ଖାଦ୍ୟ ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିଥାଏ। ଯଦି ଆପଣ ମୁଗ ଡାଲିକୁ ଭିଜାଇ ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ଏଥିରେ…