‘ଆପଣ କମଲ ହାସନ ନା ଆଉ କିଏ..’, କନ୍ନଡ଼ ଭାଷା ବିବାଦ ପାଇଁ ଅଭିନେତାଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ କନ୍ନଡ଼-ତାମିଲ ଭାଷାକୁ ନେଇ ଚାଲୁଥିବା ବିବାଦ ମାମଲାରେ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତାର ନାମରେ ଲୋକଙ୍କ…

ଏଣିକି ନପୁଂସକ ମଧ୍ୟ ହୋଇପାରିବେ ବାପା, ଲ୍ୟାବରେ ପ୍ରସ୍ତୁତ ହେବ ସ୍ପର୍ମ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ବହୁ ସଂଖ୍ୟାରେ ପୁରୁଷ ଇନଫର୍ଟିଲିଟିର ଶିକାର ହେଉଛନ୍ତି। ଯେଉଁ କାରଣରୁ କିଛି ଦମ୍ପତ୍ତି ସନ୍ତାନ ସୁଖରୁ ବଞ୍ଚିତ ହେଉଛନ୍ତି। ହେଲେ ବର୍ତ୍ତମାନ ବିଜ୍ଞାନ ଏହାର ସମାଧାନ ବାହାର କରିଛି।…

ମୁକେଶ କୁମାର କାହିଁକି ପିନ୍ଧିଲେ ୧୮ ନମ୍ବର ଜର୍ସୀ, ବିସିସିଆଇର ବଡ଼ ଖୁଲାସା

ନୂଆଦିଲ୍ଲୀ: ଇଣ୍ଡିଆ 'ଏ'ର ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ। ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚଟି ଟେଷ୍ଟ ସିରିଜ ପୂର୍ବରୁ ଭାରତର ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚାରି ଦିନର ଅନୌପଚାରିକ ଟେଷ୍ଟ ଖେଳୁଛି, ଯାହାର…

ଗରୁଡ଼ ପୂରାଣ: ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀଙ୍କୁ ନର୍କରେ କେଉଁ ଦଣ୍ଡ ମିଳେ, ଜାଣନ୍ତୁ

ଓଡ଼ିଶା ଭାସ୍କର: ଗରୁଡ଼ ପୂରାଣ ହିନ୍ଦୁ ଧର୍ମର ୧୮ ମହାପୂରାଣରୁ ଅନ୍ୟତମ । ଏଥିରେ ମୃତ୍ୟୁ, ଆତ୍ମାର ଗତି, କର୍ମଫଳ ଏବଂ ବିଭିନ୍ନ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯିବାକୁ ଥିବା ଯୋଜନା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା…

ସକାଳୁ କଲବଲ କଲାଣି ଖରାର ତାତି, ସାଢେ ୮ଟା ସୁଦ୍ଧା ଟପିଲା ଏତିକି ତାପମାତ୍ରା

ଭୁବନେଶ୍ୱର: ଜଳୁଛି ଉପକୂଳ । ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଲା ତାପମାତ୍ରା । ବାଲେଶ୍ୱରରେ ସର୍ବାଧିକ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି ।…

Big Breaking: ୭ ମାସର ଝିଅକୁ କଚାଡ଼ି ମାରିଦେଲା ଜହ୍ଲାଦ ବାପା

କାମାକ୍ଷାନଗର: ସକାଳୁ ସକାଳୁ ଏକ ବଡ଼ ହତ୍ୟା ମାମଲା ସାମ୍ନାକୁ ଆସିଛି । କାମାକ୍ଷାନଗରରେ ଜଣେ ୭ ମାସର ଶିଶୁର ପ୍ରାଣ ନିଜ ଜନ୍ମକଲା ବାପା ହାତରେ ଚାଲିଯାଇଛି । ଏହି ଜହ୍ଲାଦ ବାପା ନିଜ ୭ ମାସର ଝିଅକୁ କଚାଡ଼ି ମାରିଦେଇଛି…

ପର୍ଯ୍ୟଟକ ଏବେ ଯାଇପାରିବେ ହୀରାକୁଦ, ହଟିଲା କଟକଣା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।…

ପୁଣି କରୋନା ନେଲଣି ମୁଣ୍ଡ, ଦିନକରେ ୫୧୨ ନୂଆ ମାମଲା, ୫ ମୃତ

ନୂଆଦିଲ୍ଲୀ: ମହାମାରୀ କୋଭିଡ ୧୯ ସାରା ବିଶ୍ୱକୁ କାବୁ କରି ରଖିଥିଲା । ଏହା ଜନସାଧାରଣଙ୍କୁ ସଂକଟ ପରିସ୍ଥିତିରେ ପକାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଟୀକା ଆସିବା ପରେ କୋଭିଡ୍ ଧିରେ ଧିରେ କମିଥିଲା ।…

RCBକୁ ବଡ଼ ଝଟକା! ଫାଇନାଲ ମ୍ୟାଚରୁ ବାହାରିଯିବେ କି ଷ୍ଟାର ଖେଳାଳି? କ୍ୟାପ୍ଟେନ ନିଜେ ଦେଲେ ଅପଡେଟ୍‌

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ନିଜର ଶେଷ ମୋଡରେ ଅଛି । ସିଜନର ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସର ଟିମଗୁଡ଼ିକ ମଧ୍ୟରେ ଖେଳାଯିବ ।…

ସରକାର ଅଶୋଧିତ ଖାଦ୍ୟ ତେଲ ଉପରେ ଆମଦାନୀ ଶୁକ୍ଳ ହ୍ରାସ କଲେ ୧୦%, ଜାଣନ୍ତୁ ଲୋକଙ୍କୁ କିପରି ମିଳିବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଶୋଧିତ ଖାଦ୍ୟ ତେଲ ଉପରେ ଆମଦାନୀ ଶୁକ୍ଳ ୧୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଆଗାମୀ ଦୁଇ ସପ୍ତାହରେ ତେଲର ଖୁଚୁରା ମୂଲ୍ୟରେ ମଧ୍ୟ ୫-୬…