ପାରାସିଟାମଲକୁ ବାଲ୍ୟାବସ୍ଥାରେ ଖାଉଥିଲେ ସାବଧାନ, କିଶୋରବସ୍ଥାରେ ହୋଇପାରେ ଏହି ମାରାତ୍ମକ ରୋଗ
ଓଡ଼ିଶା ଭାସ୍କର: ସାଧାରଣତଃ ଆମକୁ ଜ୍ୱର-ଥଣ୍ଡା ହେବା ମାତ୍ରେ ଆମେ ପାରାସିଟାମଲ ଖାଇଥାଉ। ଏଥିରେ ଆମର ଜ୍ୱର-ଥଣ୍ଡା ଭଲ ହୋଇଯାଇଥାଏ ।
ବୈଜ୍ଞାନିକଙ୍କ କହିବାନୁସାରେ, ଯଦି ପିଲାଙ୍କ ପ୍ରାରମ୍ଭିକ ଜୀବନର ଦୁଇବର୍ଷରେ…