‘ଗ୍ରାହକଙ୍କୁ କେୱାଇସି ପାଇଁ ବାରମ୍ବାର ଫୋନ୍ କରନ୍ତୁନି’, ସମସ୍ତ ବ୍ୟାଙ୍କକୁ RBI ଗଭର୍ଣ୍ଣର ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଙ୍କଗୁଡ଼ିକୁ କହିଛନ୍ତି ଯେ, ଗ୍ରାହକଙ୍କୁ କେୱାଇସି ଡକ୍ୟୁମେଣ୍ଟ ପାଇଁ ବାରମ୍ବାର ଫୋନ ନ କରନ୍ତୁ ।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଥରେ…