Samsung-OnePlusକୁ ଟକ୍କର ଦେବାକୁ ଆସୁଛି Oppo Find X8 Series! ଆଜି ହେବ ଲଞ୍ଚ, ଜାଣନ୍ତୁ କେତେ ରହିବ ମୂଲ୍ୟ
ନୂଆଦିଲ୍ଲୀ: Oppo ଆଜି ନିଜର ନୂଆ ଏଆଇ ଫୋନ Find X8 ସିରିଜକୁ ଲଞ୍ଚ କରିବାକୁ ଯାଉଛି। ବହୁତ ଦିନ ପରେ Oppo ପ୍ରିମିୟମ Find X ସିରିଜ ଇଣ୍ଡିଆନ ମାର୍କେଟରେ ପ୍ରତ୍ୟାବର୍ତ୍ତନ କରୁଛି। ଏହା ପୂର୍ବରୁ ଭାରତୀୟ ୟୁଜର୍ସ…