ଆଜି ମାଘ ସପ୍ତମୀରେ ଏହି ରାଶିଙ୍କର ହେବ ଖୋଲିବ ଭାଗ୍ୟ, ଦୃଢ ହେବ ଆର୍ଥିକ ସ୍ଥିତି
ଓଡ଼ିଶା ଭାସ୍କର: ଆଜି ମାଘ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ମଙ୍ଗଳବାର। ସପ୍ତମୀ ତିଥି ଆଜି ରାତି ୨ଟା ୩୧ ମିନିଟ ପର୍ଯ୍ୟନ୍ତ ରହିବ। ଆଜି ରାତି ୧୨ଟା ୬ ମିନିଟ ପର୍ଯ୍ୟନ୍ତ ଶୁଭ ଯୋଗ ରହିବ। ଏଥିସହ ରାତି ୯ଟା ୫୦ ମିନିଟ…