ନୂଆ ବର୍ଷରେ ମହିଳାଙ୍କୁ ସରକାରଙ୍କ ବଡ଼ ଉପହାର, ୧୦ ଜାନୁଆରୀରେ ଖାତାକୁ ଯିବ ଏତିକି ଟଙ୍କା
ଭୋପାଲ: 'ଲାଡଲୀ ବେହେନ ଯୋଜନା' ମାଧ୍ୟମରେ ନୂଆ ବର୍ଷରେ ମହିଳାଙ୍କ ଖାତାକୁ ଯିବ ଟଙ୍କା। ମଧ୍ୟପ୍ରଦେଶ ସରକାର ଡ.ମୋହନ ଯାଦବ ନୂଆ ବର୍ଷରେ ୧୦ ଜାନୁଆରୀରେ ମହିଳାଙ୍କ ଖାତାକୁ ୧୨୫୦ ଟଙ୍କା ଟ୍ରାନ୍ସଫର କରିବେ। ଏଥିପାଇଁ…